ଭାତ ହାଣ୍ଡିରେ ପଡ଼ି ନାବାଳିକା ଗୁରୁତର ଘଟଣା ରେ ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ହେଉଥିବା ନେଇ ସୁଚନା , ରବିବାର ରାତି 7ଘଣ୍ଟିକା ସମୟରେ ଜିଲ୍ଲା ଚିକିତ୍ସାଳୟ ର ସୁଚନା ମୁତାବକ ଗତକାଲି ବିଳମ୍ବିତ ରାତି ଏକ ପଡା କେସ ଜିଲ୍ଲା ମେଡିକାଲ କୁ ଆସିଥିଲା, ଯାହାକି ରୁଷେଇ ଚାଲିଥିବା ବେଳେ ଗରମ ଭାତ ପାଣିରେ ପଡ଼ିଯିବାରୁ ଜଣେ ଚାରି ବର୍ଷର ନାବାଳିକା ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ ପଞ୍ଚାୟତ ବାଡ଼ାଯୋଡି ଗ୍ରାମରେ। ଶନିବାର ମଧ୍ୟାହ୍ନ ସମୟରେ ବାଡ଼ାଯୋଡିର ବାଦେଶ୍ଵର କହଁରଙ୍କ ଝିଅ ରାଜଶ୍ରୀ ଅସାବଧାନତା ବଶତଃ ରୋଷେଇ ଘରେ ଚୁଲିରେ ରେ ବସିଥିବା ଭାତ ହାଣ୍ଡ