ସମ୍ବଲପୁର ମ୍ୟୁନିସିପାଲଟି: ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲିରେ ସଡ଼କ ଦୁର୍ଘଟଣା, ଜଣେ ମୃତ
ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ରେ ସଡ଼କ ଦୁର୍ଘଟଣା ରେ ଜଣେ ମୃତ l ମୃତ ବ୍ୟକ୍ତି ଜଣକ ହେଲେ ବୈଦାର ନୂଆପାଲିର ପଟେଲ ରନବିଡା l ସାଇକେଲ ଯୋଗେ ରାସ୍ତା ପାରି ହେଉଥିବା ବେଳେ ଏକ ହାଇୱା ତାଙ୍କୁ ଧକ୍କା ଦେଇ ତାଙ୍କ ଉପରେ ଚଢି ଯାଇଥିଲା l ଯାହାଫଳରେ ଘଟଣାସ୍ଥଳରେ ହି ପଟେଲଙ୍କ ମୃତ୍ୟୁ ହୋଇଯାଇଥିଲା l ଏହା ପୂର୍ବରୁ ରେଙ୍ଗାଲି ର ସ୍ୱପ୍ନେ ସେତୁ ନିକଟରେ ଦୁର୍ଘଟଣା ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ଅଇଁଠାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସେପଟେ ମୃତ ଦେହ କୁ ଜବତ କରି ବ୍ୟବଛେଦ ପାଈଁ ମେଡିକାଲ ଭୀମସାର ପଠେଇଛି l ସେପଟେ ଦୁର୍ଘଟଣା ଟ୍ରକ କୁ ଜବତ