ନୂଆପଡା ଉପ-ନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ ବିହାର ରାଜ୍ୟରେ ବିଜେପିର ଐତିହାସିକ ବିଜୟ ହୋଇଛି ! ଭାରତର ଯଶସ୍ବୀ ତଥା ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ଦଳ ପ୍ରତି ଲୋକଙ୍କ ଭରସା ଓ ଆସ୍ଥା ଅତୁଟ ରହିଛି ! ଯେଉଁଥି ପାଇଁ ଆଜି ନୂଆପଡା ଉପନିର୍ବାଚନ ଓ ବିହାର ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଛି ! ଏହି ଶୁଭ ଅବସରରେ ଦାରିଙ୍ଗବାଡି ମଣ୍ଡଳ ବିଜେପି କର୍ମକର୍ତ୍ତାଙ୍କ ତରଫରୁ ବିଜୟ ଉତ୍ସବ ପାଳନ ହୋଇଥିଲା।