ଜୁନାଗଡ: ଜମୁଛି ଲାଞ୍ଜି ଗ୍ରାମ ରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା
ବହୁ ଭକ୍ତ ସମାଗମ
ଜମୁଛି ଲାଞ୍ଜି ଗ୍ରାମ ରେ ଚାଲିଥିବା ଗଜଲକ୍ଷ୍ମୀ ପୂଜା ଆଜି 7ତାରିଖ ମଙ୍ଗଳବାର ସନ୍ଧ୍ୟା 6ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ ଲାଞ୍ଜି ଗ୍ରାମ ଠାରେ ଗଜଲକ୍ଷ୍ମୀ ପୂଜା ବହୁ ଭକ୍ତ ସମାଗମ ଦେଖିବାକୁ ମିଳିଛି ଆଜି ସନ୍ଧ୍ୟା ଆଳତି ସମୟରେ ବହୁ ସଂଖ୍ୟକ ଲୋକ ଦେଖିବାକୁ ମିଳିଥିଲେ ତେବେ ଗତ କାଲି କଳସ ଯାତ୍ରାଅନୁଷ୍ଠିତ ଥିବା ବେଳେ ଆଜି ରାତ୍ରି ସମୟରେ ଭଜନ ଓ ଭାଗବତ ଟୁଙ୍ଗି ର ଭକ୍ତ ମାନଙ୍କ ଦ୍ୱରା ପ୍ରବଚନ ଓ ଭଜନ ଦେଖିବାକୁ ମିଳିଥିଲା ଏହି ଗଜଲକ୍ଷ୍ମୀ ପୂଜା ତିନିଦିନ ଧରି ଚାଲିବାର କାର୍ଯ୍ୟକ୍ରମ ଥିବାବେଳେ ଆଜି ଏହାର ପ୍ରଥମ ଦିନରେ ବହୁ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା