ଫୁଲବାଣୀ ସହର: ବାଲିଗୁଡା ପାଟ୍ଟଖଣ୍ଡା ମନ୍ଦିର ପରସରରେ ଅଷ୍ଟମିମି କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି,
ବାଲିଗୁଡା ପାଟ୍ଟଖଣ୍ଡା ମନ୍ଦିର ପରସରରେ ଅଷ୍ଟମିମି କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ଟି ମଙ୍ଗଳବାର ରାତି 9ଘଣ୍ଟିକା ରୁ ଆରମ୍ଭ ହଇ ରାତି 10ଘଣ୍ଟିକା ରେ 12ପଯ୍ୟନ୍ତ ଚାଲିବାର କାଯ୍ୟକ୍ରମ ରହିଛି, ପାଖାପାଖି 3ହଜାର ଶ୍ରଦ୍ଧାଳୁ ପାଇଁ ଏହି ଭୋଗ ର ବ୍ଯବସ୍ତା କରାଯାଇଛି, ତେବେ ସାନ୍ତିଶୣଙ୍ଗଳା ସହ ଏହି କାଯ୍ୟକ୍ରମ ଚାଲୁ ରହିଥିବା ଦେଖିବାକୁ ମିଳିଛି