ବେତନଟୀ ଏମପିସି ହାଇସ୍କୁଲରେ ସୋମବାର ଅପରାହ୍ନ ଚାରିଟାରେ ଜାତୀୟ ସଂରକ୍ଷଣ ଦିବସ ପାଳନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପଦଯାତ୍ରା ଆୟୋଜିତ ହୋଇଯାଇଥିବା ବେଳେ ଏହି ପଦଯାତ୍ରା ବେତନଟୀ ବଜାର ପରୀକ୍ରମା କରିଛି l ପ୍ରଧାନଶିକ୍ଷକ ଅର୍ଜୁନ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଏକ ସଚେତନତା ପଦଯାତ୍ରା ସ୍କୁଲରୁ ବାହାରି ବେତନଟୀ ବଜାର ପରିକ୍ରମା କରିଥିଲା l