ବାଲିଗୁଡା: ବାଲିଗୁଡା ଥାନା ରେ ସ୍ୱମୀ ନିଖଜ ନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ତ୍ରୀ ରମ୍ଭା ମଲିକ,
ବାଲିଗୁଡା ଥାନା ରେ ସ୍ୱମୀ ନିଖଜ ନେଇ ବାଲିଗୁଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସ୍ତ୍ରୀ ରମ୍ଭା ମଲିକ, ଏହି ଅଭିଯୋଗ ବାଲିଗୁଡା ଥାନା ରେ ରବିବାର ଦିନ 11ଘଣ୍ଟିକା ରେ ଦିଆଯାଇଛି, ଅଭିଯୋଗ ଅନୁସାରେ ଫିରିଙ୍ଗିଆ ବ୍ଲକ କୁ ରାସ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ, ସ୍ତ୍ରୀ ଙ୍କ ଅଭିଯୋଗ ପରେ ପଚରା ଉଚରା ଆରମ୍ଭ କରାଯାଇଛି