ବାଙ୍ଗିରିପୋଷି: ଚାନ୍ଦୁଆ ଥାନା ପରିସରରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଅଦୃଶ୍ୟ ସାଇବର ଅପରାଧର ପ୍ରାଦୁର୍ଭାବ ରୋକିବା ପାଇଁ ଚାନ୍ଦୁଆ ଥାନାରେ ଶନିବାର ଦିନ ପ୍ରାୟ ୧୨ଟାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏନେଇ ଏକ ଆଲୋଚ଼ନାଚ଼କ୍ର ଥାନା ଓଆଇସି ଲକ୍ଷ୍ମଣ ନାୟକଙ୍କ ପୌରହିତରେ ଅନୁଷ୍ଠିତ ହୋଇଥିଲା।