ଶନିବାର ଅପରାହ୍ନ ପ୍ରାୟ ୪ ଟାରେ ବାରିପଦା ପୌରପଳିକା ଅନ୍ତର୍ଗତ ତକତପୁର ସ୍ଥିତ ଏ.ପି.ଜେ ଅବଦୁଲ କଲାମ ଖେଳ ପଡିଆ ଠାରେ ୩୧ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୨୫ ନଂ ୱାର୍ଡ କାଉନସିଲର ଦେବାଶିଷ ପାତ୍ର ଯୋଗ ଦେଇଥିଲେ।