ଫୁଲବାଣୀ ସହର: ବୀର ଚକରା ବିଷୋୟୀ ଛକ ରେ କାଳୀ ପୂଜା ଆରମ୍ଭ ହୋଇଛି।ଏହି ପୂଜା ଦୀର୍ଘ ସାତ ଦିନ ଧରି ଅନୁଷ୍ଠିତ ହେବ
ବୀର ଚକରା ବିଷୋୟୀ ଛକ ରେ କାଳୀ ପୂଜା ଆରମ୍ଭ ହୋଇଛି।ଏହି ପୂଜା ଦୀର୍ଘ ସାତ ଦିନ ଧରି ଅନୁଷ୍ଠିତ ହେବ।ମଣ୍ଡପ ରେ ହୋମ ସହ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।ସାଂସ୍କୃତିକ କାର୍ଯ୍ୟକ୍ରମ ଅର୍ଣ୍ଣ ଯଜ୍ଞ ,ହୋମ ଆଦି ଅନୁଷ୍ଠିତ ହେବ ବୋଲି କମିଟି ର ସଭାପତି କହିଛନ୍ତି।