କଟକ ପୌରାଞ୍ଚଳ: ବେଆଇନ ଭାବେ ଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମଦ ରବିବାର ଜବତ କରିଛି ଚାଉଳିଆଗଞ୍ଜ ପୁଲିସ। ଏହି ଘଟଣାରେ ଦୁଇ ଜଣକୁ ଗିରଫ କରାଯାଇଛି।
Cuttack M Corp PS, Cuttack | Aug 31, 2025
ବେଆଇନ ଭାବେ ଚାଲାଣ ବେଳେ ବିପୁଳ ପରିମାଣର ବିଦେଶୀ ମଦ ରବିବାର ରାତି ୯ଟାରେ ଜବତ କରିଛି ଚାଉଳିଆଗଞ୍ଜ ଥାନା ପୁଲିସ। ଏହି ଘଟଣାରେ ଦୁଇ ଜଣକୁ...