ଫୁଲବାଣୀ ସହର: ବାଘ ଗଣନା ପାଇଁ ଆଜି ଫୁଲବାଣୀ ଠାରେ ବନ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି
ବାଘ ଗଣନା ପାଇଁ ଆଜି ଫୁଲବାଣୀ ଠାରେ ବନ ବିଭାଗ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ବନ ବିଭାଗ ପକ୍ଷରୁ ଡିଜିଟାଲ ମାଧ୍ୟମରେ ଏହି ଗଣତି ହେବ।ଏହି ସମୟରେ ଫୁଲବାଣୀ ଡି ଏଫ୍ ଓ, ଏ ସି ଏଫ୍,ରେଞ୍ଜର,ବନ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।