୩ ଜାନୁଆରୀ ୨୦୨୬ ମସିହା ସକାଳ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହିନ୍ଦ ମଜଦୁର ସଭା କାର୍ଯ୍ୟଳୟ ଠାରେ ସ୍ବର୍ଗତ ବିଶ୍ୱନାଥ ପାଣ୍ଡିତଙ୍କ ମହାନ ସେବା ପାଇଁ ସ୍ମରଣ କରି ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି, ଏହି ଅବସରରେ HMS ର ସକ୍ରିୟ ସଦସ୍ୟ ହରେକୃଷ୍ଣ ପାଢ଼ୀ ଓ ହିନ୍ଦ ମଜଦୁର ସଭାର ରାଜ୍ୟ ସମ୍ପାଦକ ତଥା ସୁନ୍ଦର ଗଡ଼ ଜିଲ୍ଲା ଇଣ୍ଡଷ୍ଟ୍ରିଆଲ ସଂଘର ସାଧାରଣ ସମ୍ପାଦକ ଦିଗମ୍ବର ମହାନ୍ତି ଓ ଅନେକ ସଦସ୍ୟ ଉପସ୍ଥିତ ରହି ବିଶ୍ୱନାଥ ପଣ୍ଡିତଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ପ୍ରଦୀପ ପ୍ରଜ୍ବଳନ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାମ୍ପନ କରିଵା ଅବସରରେ ହିନ୍ଦ ମଜଦୁର ସଭାର ସକୀୟହରେକୃଷ୍ଣ