ଜାରି ରହିଛି ଗୋଛାପଡା ପୋଲିସ ର ଅପରେସନ ନୀଳ ଜହର ଅଭିଯାନ I ସମବାର ଅପରାହ୍ନ 4ଘଣ୍ଟିକା ପୁଲିସ କାଟିଲେ ୧୫୨ ଏକର ଜଙ୍ଗଲ ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ I ତେବେ ସୁଚନା ମୁତାବକ ଗଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ନେତୃତ୍ୱ ରେ ଥାନା ଅଧୀନରେ ଥିବା କଟରିଙ୍ଗିଆ ପଞ୍ଚାୟତ ର ନମରବାଲୀ, ମାଟିଘାଟି ଗାଁ ନିକଟବର୍ତ୍ତୀ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପ୍ରାୟ ୧୫୨ଏକର ପରିମିତ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପାଖା ପାଖି କୋଟିଏ ଟଙ୍କାର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I ତେବେ ସୋମବାର ଦିନ ହୋଇଥିବା ଏହି ଅଭିଯାନ ରେ ବନବିଭାଗ, ପୋଲିସ ଓ ଅବକାର