ସ୍ଥାନୀୟ ଗଙ୍ଗାଧର ପାର୍କ ରେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ରେ ଗୁରୁବାର ରାତି ୧୦ ରେ ରାଜକୀୟ ଅତିଥି ହୋଇ ଛନ୍ତି ସ୍ଥାନୀୟ ବିଧାୟକ ତଥା ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂ ଦେଓ ।ଶ୍ରୀ କନକବର୍ଦ୍ଧନ ଙ୍କୁ କମିଟି ର ସଭାପତି ଏବଂ ଅନ୍ୟ ମାନେ ସ୍ଵାଗତ କରିଥିଲେ ।ରାଜକୀୟ ଅତିଥି ଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା