ଗଞ୍ଜାମ ଜିଲ୍ଲା ଛତ୍ରପୁର ପିଏମ ଶ୍ରୀ ଅନଶ୍ଲୋ ସରକାରୀ ହାଇସ୍କୁଲ ନବମ ଶ୍ରେଣୀର ଛାତ୍ର ପି.ବିଷ୍ଣୁ ରେଡ଼ି ମଧ୍ୟପ୍ରଦେଶ ଟିକମଗଡ଼ ଠାରେ ହେବାକୁ ଥିବା ୬୯ ତମ ବିଦ୍ୟାଳୟ ସ୍ତରୀୟ ଜାତୀୟ ହକି ପ୍ରତିଯୋଗୀତାରେ ଖେଳିବା ପାଇଁ ଚୟନ ହୋଇଛନ୍ତି ।ଶୁକ୍ରବାର ମଧ୍ୟାହ୍ନରେ ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ।