ଜଳେଶ୍ବର: ସରାଲିବସା ଜଙ୍ଗଲରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଇବଣିଆ ବନ ବିଭାଗ ପକ୍ଷରୁ ଗଛ ଗୁଡ଼ିକରେ ବନ୍ଧାଗଲା ରାକ୍ଷୀ
Jaleswar, Balasore | Aug 9, 2025
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଇବଣିଆ ବନବିଭାଗ ର ଅଭିନବ ପ୍ରୟାସ। କୋଉଠି ଭାଇ କୁ ରାକ୍ଷୀ ବାନ୍ଧି ପାଳୁଛି ରକ୍ଷା ବନ୍ଧନ କିଏ ...