ଛତ୍ରପୁର: ଗାଈ ପେଟରୁ ବାହାରିଲା ୩୦ କେଜି ପଲିଥିନ, ସଫଳ ଅସ୍ତ୍ରୋପଚାର କରି ବ୍ରହ୍ମପୁର ପଶୁ ଡାକ୍ତରଖାନା ଠାରେ ପ୍ରତିକ୍ରିୟା ରଖିଲେ ଡାକ୍ତର
Chhatrapur, Ganjam | Sep 8, 2025
ବ୍ରହ୍ମପୁର ସହରରେ ଏକ ଗାଈ ପେଟରୁ ବାହାରିଲା ୩୦ କେଜି ପଲିଥିନ। ଗତକାଲି ଗାଈଟି ଅସୁସ୍ଥ ହୋଇଥିବା ବେଳେ ତାକୁ ପଶୁ ଡାକ୍ତରଖାନାରେ ଭର୍ତ୍ତି...