କୋରାପୁଟ ସହର.. ଆଜି ଦିନ ଵାର ଟା ସମୟରେ ପୁଞ୍ଜିସିଲ ପର୍ଯ୍ୟଟନ ସ୍ଥଳୀ ଯିବା ଜଙ୍ଗଲ ରେ ପଡି ରହିଛି ଅଜଣା ବ୍ୟକ୍ତି ଙ୍କ ମୃତ ଦେହ। କିଛି ସ୍ଥାନୀୟ ଲୋକ ଶେଇ ବାଟ ରେ ଯାଉଥିବା ସମୟରେ ଦୁଗନ୍ଦ ଆସିବାରୁ ଲୋକେ ଏ ନେଇ କୋରାପୁଟ ସଦର ଥାନା କୁ ଜଣାଇଥିଲେ। ମୃତ୍ ଦେହ ଟି ତିନିରୁ ଚାରି ଦିନ ହେବ ପଡିରହିଥିବା ସନ୍ଧେହ କରୁଛନ୍ତି ଗ୍ରାମବାସୀ। ପୁରୁଷ ନା ମହିଳା ଅସ୍ପଷ୍ଟ। ଘଟଣା ସ୍ଥଳ ରେ କୋରାପୁଟ ସଦର ପୋଲିସ ପୋହାଞ୍ଚୀ ଅଧିକ ତଦନ୍ତ କରୁଛି।