ଧାନ ବିକ୍ରି ବନ୍ଦକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ସାରା ରାଜ୍ୟରେ ବର୍ତ୍ତମାନ ମିଲରଙ୍କ ଆନ୍ଦୋଳନ ଯୋଗୁଁ ଧାନ ବିକ୍ରି ବନ୍ଦ ହୋଇଛି । ମଣ୍ଡି ଗୁଡିକ ରେ ହଜାର ହଜାର ବସ୍ତା ଧନ ପଡି ରହିଛି । ଏନେଇ ମଙ୍ଗଳବାର ରେଢ଼ାଖୋଲ ଠାରେ ସରକାରଙ୍କୁ ଟାର୍ଗେଟ କରି ମନ୍ତବ୍ୟ ଦେଲେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ।