ବସ୍ତା: ପଞ୍ଚରୁଖି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାମୁହିକ ବାତଜ୍ଵର ଔଷଧ ସେବନ -୨୦୨୫ ଉଦଘାଟନ,ଯୋଗଦେଲେ ବିଧାୟକ
Basta, Balasore | Aug 10, 2025
ଆଜି ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ମଧୁପୁରା ପଞ୍ଚାୟତ ପଞ୍ଚରୁଖି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ...