ସୋର: ବାଗୁଡ଼ି ସପିଙ୍ଗ ମଲ କୁ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସୋର ପୁଲିସ, ମୁଖ୍ୟ ଅଭିଯୁକ୍ତ ସମେତ ଦୁଇ ସହଯୋଗୀ ବି ଗିରଫ
Soro, Balasore | Sep 13, 2025
ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ବାଗୁଡି ବଜାରରେ ଥିବା ଭଗବତୀ ଟ୍ରେଡ଼ର୍ସ ସପିଂ ମଲ ଉପରକୁ ଦୁଇ ରାଉଣ୍ଡ ଗୁଳିଚାଳନା କରାଯାଇଥିବା ଘଟଣାରେ ମୁଖ୍ୟ...