ନାକଟିଦେଉଳ: ଜଗନ୍ନାଥ ପ୍ରସାଦ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମାନଙ୍କୁ ଡେଟଲ ସ୍କୁଲ ସ୍ୱଚ୍ଛତା ତାଲିମ ଅନୁଷ୍ଠିତ
ଜଗନ୍ନାଥ ପ୍ରସାଦ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ମାନଙ୍କୁ ଡେଟଲ ସ୍କୁଲ ସ୍ୱଚ୍ଛତା ତାଲିମ ଅନୁଷ୍ଠିତ ସୋମବାର ସକାଳେ ଅମରଜ୍ୟୋତି ଫାଉଣ୍ଡେସନ ଭୁବନେଶ୍ୱର (ରେକିଟ ଇଣ୍ଡିଆ) ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ପବିତ୍ର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥ ପ୍ରସାଦ ଠାରେ ଶିକ୍ଷକ ମାନଙ୍କୁ ନେଇ ଦୁଇଦିନିଆ ଡେଟଲ ସ୍କୁଲ ସ୍ୱଚ୍ଛତା ତାଲିମ ଶିବିର ଅନୁଷ୍ଠିତ ହୋଇଛି ।ନାକଟିଦେଉଳ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥିଭାବରେ ନାକଟିଦେଉଳ ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱର