ସୋନପୁର: ରାମପୁର ଛକରୁ 12 ଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତ ଗିରଫ, ଥାନାରେ ମାମଲା ରୁଜୁ
ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ ରାତ୍ରି କାଳୀନ ପାଟ୍ରୋଲିଙ୍ଗ କରୁଥିବା ବେଳେ, ରାମପୁର ଛକରୁ 12 ଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ, ଏନେଇ ଏକ ମାମଲା ରୁଜୁ ହୋଇଥିବା ରାମପୁର ପୋଲିସ ସୂତ୍ରରୁ ସୂଚନା ମିଳିଛି l