ସୋନପୁର: କଲବଲ କରୁଛି ଶୀତ ଜାଡ଼ରେ ଥରୁଛନ୍ତି ଲୋକେ
ଜାଡରେ ଥରୁଛି ସୁବର୍ଣ୍ଣପୁର ଜିଲ୍ଲା ବିନିକ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତିକ୍ରିୟା
କଲବଲ କରୁଛି ଶୀତ ଜାଡ଼ରେ ଥରୁଛନ୍ତି ଲୋକେ ଜାଡରେ ଥରୁଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା I ନୂତନ ବର୍ଷ ଆରମ୍ଭରୁ ପ୍ରବଳ ଜାଡ ଶୀତ ଅନୁଭୂତ ହେଉଥିବା ବେଳେ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହୋଇଯାଇଛି ରାସ୍ତାଘାଟ I