ବାରିପଦା ମ୍ୟୁନିସିପାଲଟି: ବେଲଗଡିଆ ସ୍ଥିତ ଭଞ୍ଜଭୂମି ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ
ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଦିନ ପ୍ରାୟ ୧୦ ଟା ରୁ ଅପରାହ୍ନ ୪ଟା ଯାଏଁ ବାରିପଦା ସହର ସ୍ଥିତ ୱାର୍ଡ ନଂ ୧ ବେଲଗଡିଆ ର ଭଞ୍ଜଭୂମି ଉଚ୍ଚ ବିଦ୍ୟାଳୟ ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି।