ବାଲିଗୁଡା: ବାଲିଗୁଡା ଠାରେ ଦୁଇ ମୁଦୁଆଙ୍କୁ ଅଟକ ରଖି ତାଗିଦ କରିଛନ୍ତି ସ୍ଥାନୀୟ ବାସିନ୍ଦା,
ବାଲିଗୁଡା ଠାରେ ଦୁଇ ମୁଦୁଆଙ୍କୁ ଅଟକ ରଖି ତାଗିଦ କରିଛନ୍ତି ସ୍ଥାନୀୟ ବାସିନ୍ଦା, ମଙ୍ଗଳବାର ଦିନ 11ଘଣ୍ଟିକା ସମୟରେ କଲେଜ ଛକ ନିକଟରେ ଦୁଇ ମଦୁଆ ବାଇକ ଦୁର. ଘଟଣା କରିଥିଲେ, ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ବାସିନ୍ଦା ଉକ୍ତ ଦୁଇ ମଦୁଆ ଙ୍କୁ ଉଦ୍ଧାର କରିଥିଲେ ଏବେଂ ମଦ୍ୟପାନ କରିଥିବା ଜାଣିବା ପରେ ଅଟକ ରଖିଥିଲେ, ନିଶା ଛାଡିବାରୂ ତାଙ୍କୁ ଛଡା ଯାଇଥିବା ନେଇ ସୁଚନା ମିଳିଛି