ଡାବୁଗାଁ: ଡାବୁଗାଁ ଗଜ ଲକ୍ଷ୍ମୀ ପୂଜାରେ ଅନ୍ନ ଭୋଗ ବଣ୍ଟନ
ଡାବୁଗାଁ ଗଜ ଲକ୍ଷ୍ମୀ ପୂଜାରେ ଅନ୍ନ ଭୋଗ ବଣ୍ଟନ କରଯାଇଥିଲା ଏହି ଆମୟରେ ଡାବୁଗାଁ ଅଞ୍ଚଳ ଜନ ପ୍ରତିନିଧି ମାନଙ୍କ ସହ 3ହଜାରରୁ ଉର୍ଦ୍ଧ ଭକ୍ତ ପ୍ରସାଦ ସେବନ କରିଥିଲେ। ଗଜ ଲକ୍ଷ୍ମୀ ପୂଜା କମିଟି ତରଫରୁ ମିଳିଥିବା ସୂଚନା ପ୍ରକାରେ ଆସନ୍ତା କାଲି ମେଲଡି ହବ ଏବଂ ମଙ୍ଗଳବାର ଦିନ ପୂର୍ଣ୍ଣ ଆହୁତି।