କଟକ ପୌରାଞ୍ଚଳ: ସିଡିଏମଓଙ୍କ କାର୍ଯ୍ୟାଳୟର ସିନିୟର ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ଦେଉଳ ସାହି ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
Cuttack M Corp PS, Cuttack | Aug 22, 2025
କଟକ ସିଡିଏମଓ କାର୍ଯ୍ୟାଳୟର ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀଙ୍କ ୫ ଟି ସ୍ଥାନରେ ଶୁକ୍ରବାର ଦିନ ୨ ଟା ପର୍ଯ୍ୟନ୍ତ ଚଢାଉ ଜାରି...