ପଟ୍ଟାଙ୍ଗୀ: ପଟାଙ୍ଗି ନିର୍ବାଚନ ମଣ୍ଡଳୀ ବିଭିନ୍ନ ଗ୍ରାମରେ ଲଗାଣ ବର୍ଷା କ୍ଷୟକ୍ଷତି ଅନୁଧ୍ୟାନ କଲେ ବିଧାୟକ ରାମଚନ୍ଦ୍ର କାଡାମ
Pottangi, Koraput | Jul 26, 2025
କୋରାପୁଟ ଜିଲ୍ଲାରେ ଗତ କିଛିଦିନ ହେବ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷାର ପ୍ରଭାବରେ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ...