ବାଲିକୁଦା: ଥାନା ଅଞ୍ଚଳ ରେ ୫ ବର୍ଷ ର ଶିଶୁକନ୍ୟା କୁ ଦୁଷ୍କର୍ମ ଅଭିଯୋଗ ରେ ଅଭିଯୁକ୍ତ କୁ କରାଗଲା କୋଟ ଚାଲାଣ
ଗତକିଛି ଦିନ ତଳେ ଥାନା ଅଞ୍ଚଳରେ ଜଣେ ଶିଶୁକନ୍ୟା କୁ ଦୁଷ୍କର୍ମ ହୋଇଥିଲା l ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ କୁ ପୋଲିସ ଗିରଫ କରିଥିଲା l ଆଜି ଦିନ 11ଟାରେ ଅଭିଯୁକ୍ତ କୁ ମେଡିକାଲ ପରୀକ୍ଷା ପରେ ଦିନ 4ଟା ବେଳେ କୋଟ ଚାଲାଣ କରାଯାଇଛି l