ଆଜି ଜଗନ୍ନାଥ ମନ୍ଦିର ସମ୍ମୁଖରେ ଶହ ଶହ ଭକ୍ତ ଙ୍କ ସମାଗମ ରେ 540 ଆଳତୀ କାର୍ଯ୍ୟକ୍ରମ୍ ଅନୁଷ୍ଠିତ ହୋଇଛି।ପାଞ୍ଚ ପୂଜକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପରେ ମହାପ୍ରଭୁ ଙ୍କୁ ଏହି ଆଳତୀ ସମର୍ପଣ କରା ଯାଇଥିଲା।ପ୍ରବଳ ଭକ୍ତ ଙ୍କ ସମାଗମ ଯୋଗୁଁ ପୋଲିସ ପକ୍ଷରୁ ଟ୍ରାଫିକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପରିଚାଳନା କମିଟି ପକ୍ଷରୁ ସୂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।