ବାଲନ୍ଦାପଡା ଥାନା ଅଞ୍ଚଳରେ 142 ଜଙ୍ଗଲ ଜମିରୁ ଗଞ୍ଜେଇ ଗଛ କୁ ନଷ୍ଟ କରିଛନ୍ତି କନ୍ଧମାଳ ପୁଲିସ୍, ଏହି ସୁଚନା ଟି ସମବାର ଅପରାହ୍ନ 4ଘଣ୍ଟିକା ରେ ଫୁଲବାଣୀ SP ଙ୍କ କାଯ୍ୟଳୟ ରୁ ଏହି ସୁଚା ମିଳିଛି, ଅବକାରୀ ବିଭାଗ ଏବଂ ପୁଲିସ ବିଭାଗ ର ମିଳିତ ଚଢାଉ ରେ ବାଟାବାହାଲି ଜଙ୍ଗଲ ଅଞ୍ଚଳରୁ ଏହି ଗଞ୍ଜେଇ ଗଛ କୁ କାଟି ନଷ୍ଟ କରିଛନ୍ତି ଜହି ଦୁଇ ବିଭାଗ