ଓରିଏଣ୍ଟ: ଓସେପାର ଯୁଗ୍ମ ନିର୍ଦ୍ଦେଶିକାଙ୍କ ଦ୍ବି-ଦିବସୀୟ ଝାରସୁଗୁଡା ଜିଲ୍ଲା ଗସ୍ତର ଦ୍ଵିତୀୟ ଦିନରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ
Orient, Jharsuguda | Sep 2, 2025
ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ତଥା ଓସେପାର ଯୁଗ୍ମ ନିର୍ଦ୍ଦେଶିକା ସସ୍ମିତା ସାହୁ ଦ୍ବି-ଦିବସୀୟ ଝାରସୁଗୁଡା ଜିଲ୍ଲା...