ବିଜେପୁର: ବିଜେପୁର ଠାରେ ଚାଷୀଙ୍କ ଟଙ୍କାକୁ ନେଇ ଜିଲ୍ଲା ପରିଷଦ ସଭ୍ୟ ଶୁଶାନ୍ତ ଗଡତିଆଙ୍କ ପ୍ରତିକ୍ରିୟା
Bijepur, Bargarh (Baragarh) | Jul 22, 2025
ବରଗଡ ଜିଲ୍ଲା ବିଜେପୁର ଠାରେ ଆଜି ଜିଲ୍ଲା ପରିଷଦ ସଭ୍ୟ ଶୁଶାନ୍ତ ଗଡତିଆ ଆଜି ଚାଷୀ ସମସ୍ୟା ଓ ଚାଷୀ ଟଙ୍କା ଉଠାଇବାକୁ ନେଇ ଅଭିଯୋଗ କରିଛନ୍ତି ।