ଜୟପୁର: ମୁଖ୍ୟଟ୍ରାଫିକ ଛକରେ ଆମେରିକା ରାଷ୍ଟ୍ରପତିଙ୍କ ଭାରତ ଉପରେ ପଚାଶ ଭାଗ ଶୁକ୍ଳକୁ ବିରୋଧ କରି ବିକ୍ଷୋଭ, ସିପିଆଇ ନେତା କଣ କହୁଛନ୍ତି ଶୁଣନ୍ତୁ
Jeypore, Koraput | Aug 13, 2025
ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଭାରତ ଉପରେ ଲାଗୁ କରିଥିବା ଶତକଡା ପଚାଶ ଭାଗ ଶୁକ୍ଳ କୁ ବିରୋଧ କରି...