ବାରିପଦା ମ୍ୟୁନିସିପାଲଟି: ବଡ ଡାକଇ ଠାରେ ୨ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ଗୁରୁବାର ଅପରାହ୍ନ ପ୍ରାୟ ୫ଟା ରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ ଡାକଇ ଠାରେ ସ୍କାଇ ବାର୍ଡ ସ୍ପୋର୍ଟିଂ କ୍ଲବ ଆନୁକୁଲ୍ୟରେ ୩୮ ତମ ୨ ଦିନିଆ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।