Public App Logo
Jansamasya
National
���ीएसटी
Happydiwali
Railinfra4andhrapradesh
Nextgengst
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ଛତ୍ରପୁର: ଅରୁଣପୁର ଗ୍ରାମରେ ମା କାଳୀଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ, ଯୋଗଦେଲେ ଛତ୍ରପୁର ବିଧାୟକ

Chhatrapur, Ganjam | Oct 21, 2025
ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତର ଅରୁଣପୁର ଗ୍ରାମରେ ମା କାଳୀଙ୍କ ପୂଜା ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି।ଆଲୋକର ପର୍ବଦୀପାବଳିରେ ଧରାବତରଣ କରିଛନ୍ତି ପାପନାଶିନୀ ମା' କାଳୀ । ଏଥିପାଇଁ ଉତ୍ସବମୁଖର ପୁରପଲ୍ଲୀ। ମା’ଙ୍କ ଆଗମନରେ ସବୁଠି ଉତ୍ସବର ମାହୋଲ । ମଂଗଳବାର ସଂଧ୍ୟାରେ ରାମଗଡ଼ ପଞ୍ଚାୟତର ଅରୁଣପୁର ଗ୍ରାମରେ ମା କାଳୀଙ୍କ ପୂଜାରେ ଯୋଗ ଦେଇଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ।

MORE NEWS