ବାଇକ ଚୋରି ଅଭିଯୋଗରେ ୩ଜଣଙ୍କୁ ବୁଧବାର ତାଳସାରୀ ସାମୁଦ୍ରିକ ଥାନା ଅଧିକାରିଣୀ ଚମ୍ପାବତୀ ସୋରେନ କୋର୍ଟ ଚାଲାଣ କରିଛନ୍ତି। ଏଥିସହ ବାଇକକୁ ମଧ୍ୟ ଜବତ କରା ଯାଇଛି । ଏନେଇ ସାମୁଦ୍ରିକ ଥାନାରେ କେଶ ନଂ ୬୫/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଜଣା ପଡିଛି । ଗିରଫ ଅଭିଯୁକ୍ତ ମାନେ ଭୋଗରାଇର ଅଞ୍ଚଳର ବୋଲି ଜଣାପଡିଛି ।