କୋଟିଆରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସ୍ଥାନୀୟ ମହିଳା ମାନେ ଭବ୍ୟ ସ୍ଵାଗତ କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ରେ ଆୟୋଜନ ହୋଇଥିବା ସଭାକାର୍ଯ୍ୟରେ ଆଜି ଦିନ ୧୨ ଟାରେ ଯୋଗଦାନ ଦେଲେ।କୋଟିଆ ର ସମସ୍ତ ଲୋକଙ୍କୁ ରେଶନ କାର୍ଡ ପ୍ରଦାନ, ଗୋଟିଏ କାର୍ଡ ପିଛା ଆଉ ୫ କେଜି ମାଗଣା ଚାଉଳ ଦିଆଯିବ ଏବଂ କୋଟିଆ ର ଗ୍ରାମ ଗ୍ରାମରେ ଚାଉଳ ପ୍ରଦାନ କରିବା ନିମନ୍ତେ ଜିଲ୍ଳା ପ୍ରଶାସନ କୁ ନିର୍ଦ୍ଧେଶ ଦେଲେ