ପଟ୍ଟାଙ୍ଗୀ: ହାଟଶୂକୁ ଗ୍ରାମ ନିକଟରେ ବେଆଇନ କାଠ ଜବତ ଗାଡି ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ
ନନ୍ଦପୁର ଥାନା ଅନ୍ତର୍ଗତ କୁମାରଗନ୍ଦନା ଗ୍ରାମ ପଞ୍ଚାୟତର ହାଟଶୂକୁ ଗ୍ରାମ ନିକଟରେ ବେଇ ଆଇନ ବାଭେ ଜଙ୍ଗଲରୁ କାଠ ଟ୍ରକ ରେ ବଝେଇ ହେଉଥିବା ସମୟ ରେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରେଞ୍ଜର ସୁଶାନ୍ତ କୁମାର ଦଳେଇ ପ୍ରମୁଖ ବନ ବିଭାଗ ଘଟଣା ସ୍ଥଳ ରେ ପହଞ୍ଚି ମାଡ଼ି ବସିଥିଲା l ଘଟଣା ସ୍ଥଳ ରୁର ଗାଡି ଜବତ କରିବା ସହ ଡ୍ରାଇଭର ଓ ହେଲ ପରକୁ ଗିରଫ କରିଛି l