ବାରିପଦା ମ୍ୟୁନିସିପାଲଟି: ଜର୍ଜିଆଡି କ୍ଲବ ସେଭେନ୍ସ କପ ପ୍ରତିଯୋଗିତାରେ ମୟୂରଭଞ୍ଜ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ମହିଳା ଦଳ ଚମ୍ପିୟାନ; ବାରିପଦା ରେ ସମ୍ବର୍ଦ୍ଧନା
Baripada M, Mayurbhanj | Sep 9, 2025
କଲିକତା ସ୍ଥିତ କଲିକତା କ୍ରିକେଟ ଓ ଫୁଟବଲ କ୍ଲବ ଏବଂ ବେଙ୍ଗଲ ରଗବୀ ସଂଘର ମିଳିତ ଉଦ୍ୟମରେ ଆୟୋଜିତ ଦୁଇଦିନିଆ ଜର୍ଜିଆଡି କ୍ଲବ୍ ସେଭେନ୍ସ କପ୍...