ଉପଖଣ୍ଡ ଚିକିତ୍ସାଳୟରେ ରକ୍ତଭଣ୍ଡାରର ଟେକ୍ନିସିଆନ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଶନିବାର ସକାଳେ ରକ୍ତଭଣ୍ଡାରର ଟେକ୍ନିସିଆନ ଇନ୍ଦ୍ରମଣି ବେହେରାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଭାରପ୍ରାପ୍ତ ଚିକିତ୍ସାଳୟ ଅଧିକାରୀ ଡାକ୍ତର ସୁନୀତା ବ୍ରହ୍ମା ଙ୍କ ଅଧ୍ୟକ୍ଷତାରେ ଡାକ୍ତରଖାନାରେ ସମସ୍ତ କର୍ମଚାରୀ ଯୋଗଦେଇ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଚ୍ଛ ଓ ଉପ ଢୈକନ୍ୟ ଦେଇ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ । ଶ୍ରୀବେହେରା ଜଣେ ପରୋପକାରୀ , ମିଷ୍ଠ ଭାସି ଓ ମେଳାପି ଥିଲେ ତାଙ୍କ ସହଯ