ମୟୁରଭଞ୍ଜ ଜିଲ୍ଲାର ଦ୍ୱିତୀୟ ବଡ଼ କଲେଜ ହେଉଛି ରାଇରଙ୍ଗପୁର କଲେଜ l ସୋମବାର ଦିନ ପ୍ରାୟ ୧୨ଟାରେ ରାଇରଙ୍ଗପୁର ମହାବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଓ ମାସା ସଂଗଠନର ପଦସ୍ଥ କର୍ମକର୍ତ୍ତା ମିଶି ରାଇରଙ୍ଗପୁର କଲେଜ କୁ ପୂର୍ଣ୍ଣ ସରକାରୀ ମାନ୍ୟତା କରିବା ପାଇଁ ରାଇରଙ୍ଗପୁର କଲେଜ ରୁ ରାଲି କରି ଉପଜିଲ୍ଲାପାଳ ଙ୍କ କାର୍ଯାଳୟ କୁ ପହଞ୍ଚି ଥିଲେ l ବାମନଘାଟି ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପ୍ରଦାନ କରିଛନ୍ତି।