ନୂଆଗାଁ ବ୍ଲକ ବାରିଲେପ୍ଟl ଗ୍ରାମପଞ୍ଚାୟତର ଚିକିଟିଆ ସରସ୍ବତୀ ଶିଶୁମନ୍ଦିରରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ଏହି ଉତ୍ସବରେ ପୁର୍ଣିମା କେର୍କେଟା,ମୁଖ୍ୟ ବକ୍ତା ଭାବରେ କରୁଣାକର ପାଟଶାଣୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ସୁରେନ୍ଦ୍ର କୁମାର ଶତପଥି ଏବଂ ନୂଆଗାଁ ବ୍ଲକ ଜିଲ୍ଲାପରିଷଦ ସଭ୍ୟା 'ଖ' ସଂଜିତା କିସ୍ପଟା ପ୍ରମୁଖ ଯୋଗ ଦେଇଥିଲେ।ଶିଶୁମନ୍ଦିର ପରିଚାଳନା କମିଟିର ସଭାପତି ବିଜୟ କୁମାର ଧୋବା ଓପ୍ରମୁଖ ଉପସ୍ଥିତ ଥିଲେ।