ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲାପାଳଙ୍କ ଅଡିଟୋରିୟମ ଠାରେ ଶହୀଦ ବାଘାଯତୀନଙ୍କ ୧୦୯ତମ ସ୍ମୃତି ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ,ଯୋଗ ଦେଲେ ଜିଲ୍ଲାପାଳ
Baleshwar M, Balasore | Aug 21, 2025
ଶହୀଦ ବାଘାଯତୀନଙ୍କ ୧୦୯ତମ ସ୍ମୃତି ଦିବସ ଉପଲକ୍ଷେ ଆସନ୍ତା ୧୦ ସେପ୍ଟେମ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ପାଳିତ ହେବ।ଏ ନେଇ ଆଜି ଅପରାହ୍ନ ୫ଟାରେ...