ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଷ୍ଟମ ଦିନରେ ପହଞ୍ଚିଲା ଜିଲ୍ଲା ରାଜସ୍ୱ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ
Jagatsinghapur, Jagatsinghpur | Aug 18, 2025
ଜଗତସିଂହପୁର ଜିଲ୍ଲାର ରାଜସ୍ୱ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ଅଷ୍ଟମ ଦିନ ପାଇଁ ଜାରି ରହିଥିବା ଦେଖିବାକୁ ମିଳିଛି। ଆଜି...