କବିସୂର୍ଯ୍ୟନଗର: କୋଦଳା ଚାରି ଛକ ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଜଣେ ଚାଳକକୁ ଅଟକ ସହ ବାଇକ କୁ ଜବତ କଲା କୋଦଳା ପୋଲିସ
ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ କୋଦଳା ଚାରି ଛକ ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଜଣେ ଚାଳକଙ୍କୁ ଅଟକ ସହ ବାଇକକୁ ଜବତ କରିଛି । ବାଇକ ଚାଳକ ହେଲେ ଏହି ଥାନା ଅନ୍ତର୍ଗତ ମର୍ଦମେଖ ପଂଚାୟତ ବେଲଝରି ଗ୍ରାମର ଭଗବାନ ମେହେଣା ଙ୍କ ପୁଅ ଲିପୁ ମେହେଣା । ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ଲିପୁ ଙ୍କୁ ଅଟକ ସହ ବାଇକ ନମ୍ବର OD 07 AC 5606 କୁ ଜବତ କରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।