ମାଲକାନଗିରି: ଜିଲ୍ଲା ସୀମାନ୍ତ ସୁକମାକୁ ସଂଯୋଗ ରାସ୍ତାରେ ଥିବା ଝାପ୍ରା ପୋଲ ଉପରେ ଜଳ ପ୍ରବାହିତ ଯୋଗୁଁ ମାଲକାନଗିରିରୁ ସୁକୁମା ଯାତାୟାତ ବାଧାପ୍ରାପ୍ତ
Malkangiri, Malkangiri | Aug 19, 2025
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା ଜିଲ୍ଲାର ଝାପ୍ରା ପୋଲ ଉପରେ ପ୍ରଭାବିତ ହେଉଛି ବର୍ଷା ପାଣି। ତିନି ରୁ ଚାରି ଫୁଟ ଉପରେ ବର୍ଷା...