ଫୁଲବାଣୀ ସହର: ରାଇକିଆ ନିକଟ ରେ ଏକ ବୋଲର ଦୁର୍ଘଟଣା ନେଇ ରାଇକିଆ ପୋଲିସ ଥାନା ରେ ଏକ ମାମଲା ରୁଜୁ ହୋଇଅଛି
ରାଇକିଆ ନିକଟ ରେ ଏକ ବୋଲର ଦୁର୍ଘଟଣା ନେଇ ରାଇକିଆ ପୋଲିସ ଥାନା ରେ ଏକ ମାମଲା ରୁଜୁ ହୋଇଅଛି. ଏ ନେଇ ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି. ରାଇକିଆ ଥାନା ରେ 229/2025 ରେ ଏକ ମାମଲା ରୁଜୁ ହୋଇଅଛି.